୧୭ ରେ ଖୋଲିବ ସ୍କୁଲ ,ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି

ଆସନ୍ତା ୧୭ ରେ ଖୋଲିବ ସ୍କୁଲ । ସପ୍ତାହେ ପୂର୍ବରୁ ହେବ ପ୍ରସ୍ତୁତି । ଶ୍ରେଣୀଗୃହରୁ ଶୌଚାଳୟ ପରିସ୍କାର କରିବାକୁ ନିର୍ଦ୍ଦେଶ । ଶ୍ରେଣୀ ଗୃହ ,…

ଓଡ଼ିଶା ଛୁଇଁଲା ମୌସୁମୀ

ସ୍ୱାଭାବିକ ସମୟର ୪ଦିନ ପୂର୍ବରୁ ମୌସୁମୀ ଓଡିଶା ଛୁଇଁଛି । ମାଲକାନଗିରିର ବିଭିନ୍ନ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହୋଇଛି । ପ୍ରଭାବରେ ବିଭିନ୍ନ…

ଆଜିଠୁ +୨ ନାମଲେଖା ପାଇଁ ଆବେଦନ

ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ । ୧୧ଟାରୁ ସାମସ୍ ପୋର୍ଟାଲରେ ଉପଲବ୍ଧ ହେବ କମନ ଆପ୍ଲିକେସନ୍ ଫର୍ମ । କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ…

ନୂଆ ସରକାର ଗଠନ ପୂର୍ବରୁ ଛୁଟୁଛି ଇସ୍ତଫାର ସୁଅ

ନୂଆ ସରକାର ଗଠନ ଆଗରୁ ସିଏମଓରେ ଥିବା ଅବସରପ୍ରାପ୍ତ ଅଧିକାରୀଙ୍କ ଇସ୍ତଫାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା ଥିବା ସୁରେଶ ମହାପାତ୍ର ପ୍ରମୁଖ ଇସ୍ତଫା…

ବଦଳୁଛି ପରିବର୍ତ୍ତନର ପାଗ , ଲୋକ ଦେଖିବେ ନୁଆ ରୁପରେଖ

କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ସ୍ପଷ୍ଟ ବହୁମତ ପାଇଥିବା ବିଜେପିରୁ କାହା ମୁଣ୍ଡରେ ମୁଖ୍ୟମନ୍ତ୍ରୀ ମୁକୁଟ ଭିଡ଼ିବ ଦଳ। ଅନେକଙ୍କ ନାଁକୁ ନେଇ ଚର୍ଚ୍ଚା ଓ…

କୁଆଡେ ଗଲେ ପାଣ୍ଡିଆନ, ପୁରୁଣା ଫର୍ମାଟକୁ ଫେରିଲେ ନବୀନ!

କୁଆଡ଼େ ଗଲେ ପାଣ୍ଡିଆନ୍। ବିଜେଡିରେ ଓ ନବୀନ ସରକାରରେ ସବୁଠୁ ପାଓ୍ୱାରଫୁଲ୍ ଥିବା ବ୍ୟକ୍ତିତ୍ୱଙ୍କ ଅଚାନକ ଅନ୍ତର୍ଦ୍ଧାନ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବିଜେଡିର ବଡ଼ ପରାଜୟ…

ଅଂଶୁଘାତରେ ଗଲାଣି ୩୬ ଜଣଙ୍କ ଜୀବନ

ଚଳିତ ଗ୍ରୀଷ୍ମ ଋତୁରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ଗଲାଣି ୩୬ ଜଣଙ୍କ ଜୀବନ। ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତକାଲି ପ୍ରେସ୍ ରିଲିଜ୍…