ସୀତାମାଢ଼ି ଜିଲ୍ଲାରେ ୭ହଜାରରୁ ଅଧିକ ଏଚଆଇଭି- ୪ଶହ ପିଲା ବି ସଂକ୍ରମିତ

ବିହାରର ସୀତାମାଢି ସାଜିଛି ଏଚଆଇଭିର ଏପିସେଣ୍ଟର। ୭ହଜାରରୁ ଉର୍ଦ୍ଧ୍ୱ ଏଚଆଇଭି ରୋଗୀ ଏଠାରୁ ଚିହ୍ନଟ ହେଲେଣି। ବିଡ଼ମ୍ୱନାର କଥା ଆକ୍ରାନ୍ତଙ୍କ ଭିତରେ ୪ଶହ ଛୋଟ ପିଲା ବି…

ନୀତିଶ ସରକାରଙ୍କ ନୂଆ ଇନିଂସ- ଗାନ୍ଧୀ ମୈଦାନରେ ଶପଥ ସମାରୋହ

ନୀତିଶ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଦଶମ ଥର ଶପଥ ନେଇଛନ୍ତି। ଗାନ୍ଧୀ ମୈଦାନରେ ଏ ନେଇ ଭବ୍ୟ ଆୟୋଜନ ହୋଇଥିଲା। ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଅମିତ…

ବିନା ବିଧାୟକରେ ନୀତିଶଙ୍କ ମନ୍ତ୍ରିମଣ୍ଡଳରେ ୩ ..

ବିନା ବିଧାୟକରେ ନୀତିଶଙ୍କ ମନ୍ତ୍ରିମଣ୍ଡଳରେ ୩ ମନ୍ତ୍ରୀ। ଜଣେ ହେଲେ ବିହାର ବିଜେପି ସଭାପତି ଦିଲ୍ଲୀପ ଜୟସଓ୍ୱାଲ, ହାମ୍ ସୁପ୍ରିମୋ ତଥା କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝୀଙ୍କ…

ଏନଡିଏର ସୁନାମୀ ଝଡ଼ରେ- ଭୁଷୁଡ଼ିଲା ମହାଗଠବନ୍ଧନ ଦୁର୍ଗ

ବିହାରରେ ଏଥର ୮୯ ଆସନରେ ଜିତି ସବୁଠୁ ବଡ଼ ଦଳ ଭାବେ ଉଭା ହେଲା ବିଜେପି। ନୀତିଶଙ୍କ ଜେଡିୟୁ ୮୫, ଚିରାଗ ପାଶଓ୍ୱାନଙ୍କ ଏଲଜେପି(ଆର) ୧୯, ଜିତନଙ୍କ…

ବିହାର ହାର୍- ଲାଲୁଙ୍କ ପରିବାରରେ ଝଡ଼- ଝିଅ ରୋହିଣୀ ରାଜନୀତି ଓ ପରିବାର ସହ ଛିନ୍ନ କଲେ ସମ୍ପର୍କ

ବିହାର ନିର୍ବାଚନରେ ଆରଜେଡିର ଶୋଚନୀୟ ପ୍ରଦର୍ଶନ ପରେ ଲାଲୁଙ୍କ ପରିବାରରେ ଆସିଛି ବଡ଼ ଝଡ଼। ରାଜନୀତି ଛାଡ଼ିଲେ ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ। ରାଜନୀତିରୁ ସନ୍ୟାସ ଘୋଷଣା…

ବିହାର ବାଜିଗର- ଏନଡିଏ ନା ମହାମେଣ୍ଟ ?

ବିହାର ଶାସନଗାଦିରେ କାହାକୁ ବସାଇଲେ ଜନତା ଜନାର୍ଦ୍ଦନ, ୧୪ରେ ସ୍ପଷ୍ଟ ହେବ। ଏକଜିଟ୍ ପୋଲର ପୂର୍ବାନୁମାନ ସତ ହେବ ନା ବାଜି ପଲଟିଯିବ। ଏନଡିଏର ଏକପାଖିଆ ଜିତ୍‌ରେ…

ଛାତିରେ ବୁଲଡୋଜର ଚଳାଇବି- ଏସପି ଦୁର୍ବଳ ଓ ଭୟାଳୁ: ବିହାର ଡେପୁଟି ସିଏମ୍

ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନାଙ୍କୁ କଡ଼ା ବିରୋଧ ସହ ଆକ୍ରମଣ ଉଦ୍ୟମ। ଲକିସରାଇରୁ ଲଢ଼ୁଥିବା ବିଜୟ ସିହ୍ନାଙ୍କୁ ଆରଜେଡି କର୍ମୀ ଘେରିଗଲେ। ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ…

ମୁଁ ନିର୍ବାଚନ ଲଢ଼ିବିନି- ପ୍ରଶାନ୍ତ କିଶୋର

ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ କିଶୋର। ବିହାର ବିଧାନସଭା ନିର୍ବାଚନ ଲଢ଼ିବେନି ପ୍ରଶାନ୍ତ। କିନ୍ତୁ ନିଜ ଦଳ ଜନସୁରାଜ ପାଇଁ ୧୫୦ ସିଟ୍ ହାସଲ କରିବାର ଟାର୍ଗେଟକୁ ପୂରଣ…

ଡେଡଲାଇନ ପରେ ବି ଦସ୍ତାବିଜ୍ ନେବେ ନିର୍ବାଚନ କମିଶନ

ବିହାରରେ ଏସଆଇଆରକୁ ନେଇ ବଡ଼ ଆଶ୍ୱସ୍ତି। ଦସ୍ତାବିଜ ଦାଖଲର ସମୟସୀମା ବଢ଼ାଇଲେ ସୁପ୍ରିମକୋର୍ଟ। ଏସଆଇଆର ଆଧାରରେ ଭୋଟର ଏଣିକି ସେପ୍ଟେମ୍ୱର ପହିଲା ପରେ ବି ଦସ୍ତାବିଜ୍ ଦାଖଲ…

ସରିଲା ଭୋଟର ଅଧିକାର ଯାତ୍ରା- ବିହାରରେ କେତେଦୂର ପ୍ରଭାବ ପଡ଼ିବ ?

ଭୋଟ ଚୋରୀ ବିରୁଦ୍ଧରେ ରାହୁଲ ଗାନ୍ଧୀଙ୍କ ୧୬ ଦିନିଆ ଭୋଟର ଅଧିକାର ଯାତ୍ରା ଆଜି ସରିଛି। ପାଟନାରେ ଏହାର ସମାପ୍ତି ହୋଇଛି। ପାଟନାର ଗାନ୍ଧୀ ମୈଦାନରେ ସମାପନ…

ଭୋଟର ଅଧିକାର ଯାତ୍ରା ମଞ୍ଚରେ ମୋଦିଙ୍କ ସ୍ୱର୍ଗବାସ ମାଆଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ- ରାହୁଲଙ୍କ କ୍ଷମାପ୍ରାର୍ଥନା ଦାବି କରୁଛି ବିଜେପି

ଭୋଟର ଅଧିକାର ଯାତ୍ରାରେ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗବାସ ମାଆଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟକୁ ଗଣ୍ଠି କରିଛି ବିଜେପି। ରାହୁଲ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି। ବିହାରରେ…

ସ୍କୁଲ ଶୌଚାଳୟରେ ଛାତ୍ରୀ ପୋଡ଼ିଗଲେ- ଜଳିଗଲେ ନା କିଏ ଜାଳିଦେଲା?

ସ୍କୁଲ ବାଥରୁମରେ ଜଳିଗଲେ ଛାତ୍ରୀ। ଆତ୍ମହତ୍ୟା ନା କିଏ ଜାଳିଦେଲା। ତାକୁ ନେଇ ପୁଲିସ ପ୍ରମାଣ ଖୋଜୁଛି। ବିହାରର ପାଟନାରେ ଏକ ସରକାରୀ ସ୍କୁଲରେ ପଞ୍ଚମ ଶ୍ରେଣୀ…