ମୁଖ୍ୟମନ୍ତ୍ରୀଙ୍କ ଘର ନିକଟରେ ବୋମା

ଚଣ୍ଡିଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଘର ନିକଟରେ ବୋମା । ଖବର ପାଇ ଯଥାଶୀଘ୍ର ବୋମା ନିଷ୍କ୍ରିୟକାରୀ ଦଳ ସେଠାରେ ପହଁଞ୍ଚି ବୋମା ନିଷ୍କ୍ରିୟ କରିଛନ୍ତି…