ବ୍ୟାଙ୍କ-ବିଲଡର ମଧୁଚନ୍ଦ୍ରିକା: ସିବିଆଇକୁ ତଦନ୍ତ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ

ବିଲଡର-ବ୍ୟାଙ୍କ ଭିତରେ ମଧୁଚନ୍ଦ୍ରିକାରୁ ଫ୍ଲାଟ୍ କ୍ରେତା ଅସୁବିଧାରେ ପଡ଼ୁଛନ୍ତି। ଘରର ଦଖଲ ପାଉନାହାନ୍ତି। ସେପଟେ ଇଏମଆଇ ଭରିବାକୁ ବ୍ୟାଙ୍କ ବାଧ୍ୟ କରୁଛି। ଗୋଟିଏ ପଟେ ଡେଭେଲପରର ଅବହେଳା…