ଚିଟ୍‌ଫଣ୍ଡ ଠକେଇର ତଦନ୍ତ ପାଇଁ ଆମିକସକ୍ୟୁରୀ ନିଯୁକ୍ତ

ନୂଆଦିଲ୍ଲୀ: ଚିଟ୍‌ଫଣ୍ଡ ଠକେଇ ମାମଲାରେ ସୁପ୍ରିମକୋର୍ଟ ଆମିକସକ୍ୟୁରୀ ନିଯୁକ୍ତି କରିଛନ୍ତି। ଶୁଣାଣି କାଳରେ ସିବିଆଇ ମଧ୍ୟ ମାଗିଛି ସମୟ। ୨୫ ନଭେମ୍ବର  ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ…