ଚିଟ ଫଣ୍ଡ ଠକେଇ: ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ଭୁବନେଶ୍ବର: ଚିଟଫଣ୍ଡ ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟଙ୍କ ନୋଟିସ। ନିବେଶକଙ୍କ ଟଙ୍କା ଫେରାଇବାକୁ ରାଜ୍ୟ ସରକାର ଓ ତଦନ୍ତକାରୀ ସଂସ୍ଥା କଣ କରିଛି ତାହା…