କଲେଜିୟମ ସିଷ୍ଟମ ଅସମ୍ବିଧାନିକ: ସୋଢି

ନୂଆଦିଲ୍ଲୀ: ବିଚାରପତି ନିଯୁକ୍ତିକୁ ନେଇ କେନ୍ଦ୍ର ଓ ସୁପ୍ରିମକୋର୍ଟ ମଧ୍ୟରେ ଚାଲିଥିବା ବିବାଦ ଭିତରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆରଏସ ସୋଢି କଲେଜିୟମ ସିଷ୍ଟମକୁ ଅସମ୍ବିଧାନିକ କହିଛନ୍ତି।…