କୋଭିସିଲ୍ଡ ଟୀକା କୋଭାକ୍ସିନ ତୁଳନାରେ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ:  ଭାରତରେ ଦିଆଯାଉଛିବା କରୋନା ଟୀକାକୁ ନେଇ ହୋଇଥିବା ଏକ ସଦ୍ୟତମ ଗବେଷଣାରୁ ଜଣାପଡିଛି କି,  କୋଭିସିଲ୍ଡ ଟୀକା କୋଭାକ୍ସିନ ତୁଳନାରେ ଅଧିକ ପ୍ରଭାବଶାଳୀ। କରୋନାର ବିଭିନ୍ନ…