ଅଗଷ୍ଟ ୧୪ରୁ ନିଟ୍-ୟୁଜି କାଉନସେଲିଂ

ଅଗଷ୍ଟ ୧୪ରୁ ଆରମ୍ଭ ହେବ ନିଟ୍-ୟୁଜି ୨୦୨୪ ପାଇଁ କାଉନସେଲିଂ । ସୋମବାର ଜାରି ହୋଇଥିବା ଏମସିସି ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଜାତୀୟ ଚିକିତ୍ସା ଆୟୋଗ…