ଭରତପୁର ଥାନା ମାମଲା : କ୍ରାଇମବ୍ରାଞ୍ଚର ତନାଘନା

ଭରତପୁର ଥାନା ମାମଲାରେ ତଦନ୍ତକୁ ଜୋରଦାର କରୁଛି କ୍ରାଇମବ୍ରାଞ୍ଚ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗକୁ ବଢୁଛି। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା କରିବ କ୍ରାଇମବ୍ରାଞ୍ଚ…