ଭ୍ରଷ୍ଟ ଲୋକଙ୍କ ପାଇଁ ଦେଶ ନଷ୍ଟ ହେଉଛି: ଏସସି

ନୂଆଦିଲ୍ଲୀ: ଭ୍ରଷ୍ଟ ଲୋକମାନେ ଦେଶକୁ ତଳିତଳାନ୍ତ କରୁଛନ୍ତି। ଅର୍ଥ ବଳରେ ଭ୍ରଷ୍ଟାଚାରୀ ଖସିଯିବାରେ ସଫଳ ହୋଉଛନ୍ତି। ଏକ ଯାଚିକାର ଶୁଣାଣି କାଳରେ ସୁପ୍ରିମକୋର୍ଟ ଏପରି କ୍ଷୋଭକ୍ତି ପ୍ରକାଶ…