ତାମିଲନାଡୁ ଯାଉଥିବା ବେଳେ ୮ ଦାଦନ ଉଦ୍ଧାର

ନବରଙ୍ଗପୁର: ନବରଙ୍ଗପୁରରେ ଦାଦନ ଶ୍ରମିକ ଉଦ୍ଧାର। ଦାଦନ ଖଟିବାକୁ ତାମିଲନାଡୁକୁ ଯାଉଥିବା ସମୟରେ ରାଇଘର ଅଞ୍ଚଳର ୮ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛି  ପାପଡ଼ାହାଣ୍ଡି ପୋଲିସ ।…