ୟୁନିଟ 2 ସରକାରୀ ଘରେ ଅଗ୍ନିକାଣ୍ଡ। ବାଣ ବିସ୍ଫୋରଣରେ ଅଗ୍ନିକାଣ୍ଡ

Spread the love

ଭୂବନେଶ୍ବର: ୟୁନିଟ 2 ସରକାରୀ ଘରେ ଅଗ୍ନିକାଣ୍ଡ। ବାଣ ବିସ୍ଫୋରଣରେ ଅଗ୍ନିକାଣ୍ଡ ଘଟିଥିବା କୁହାଯାଊଛି। ତେବେ ନିଆଁକୁ ଖୁବ ଶୀଘ୍ର ଆୟତ୍ତ କରିଥିବା ଅଗ୍ନିଶମ ବାହିନୀ ପକ୍ଷରୁ କୁହାୟାଇଛି।ଗତକାଲି   ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା ଘଟିଥିବା କୁହାଯାଊଛି।. ସରକାରୀ କ୍ୟାଟରକୁ ଲାଗି ଥିବା ଏକ ଆଜବେଷ୍ଟ ଘରେ ଗତ କିଛି ଦିନ ହେବ ଚାଲିଥିଲା ।ତେବେ ଏହି କ୍ଵାଟରଟି କାହା ନାଁରେ ରହିଛି ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Leave a Reply

Your email address will not be published. Required fields are marked *