୮୦ ବର୍ଷ ପରେ ମନ୍ଦିରରେ ଦଳିତଙ୍କ ପ୍ରବେଶ

ଚେନ୍ନାଇ: ତାମିଲନାଡୁର ତିରୁବନ୍ନମଲାଇ ଜିଲ୍ଲାରେ ପ୍ରଶାସନର ଐତିହାସିକ ପଦକ୍ଷେପ। ପ୍ରଶାସନର ହସ୍ତକ୍ଷେପ ପରେ ୩୦୦ରୁ ଅଧିକ ଦଳିତ ଜିଲ୍ଲାର ଏକ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏମାନଙ୍କୁ ସେହି…