ବାଂଲାଦେଶରେ କର୍ଫ୍ୟୁ ଲାଗୁ ,ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷରେ ଗଲାଣି ୧୦୫ ଜଣଙ୍କ ଜୀବନ

ସାରା ଦେଶରେ ବ୍ୟାପିଥିବା ସାଂଘାତିକ ଅଶାନ୍ତି ପରେ ବାଂଲାଦେଶର ଅଧିକାରୀମାନେ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି । ଛାତ୍ର ବିକ୍ଷୋଭକାରୀ ଏବଂ ପୁଲିସ ମଧ୍ୟରେ ସଂଘର୍ଷ ଯୋଗୁ…

ବାଂଲାଦେଶରେ ଉଗ୍ରରୂପ ନେଲା ସଂରକ୍ଷଣ ବିରୋଧୀ ଆନ୍ଦୋଳନ , ହିଂସାକାଣ୍ଡରେ ୩୯ ମୃତ

ସରକାରୀ ଚାକିରୀ ପାଇଁ କୋଟା ବ୍ୟବସ୍ଥାକୁ ନେଇ ଛାତ୍ର ବିରୋଧୀ, ସୁରକ୍ଷା ଅଧିକାରୀ ଏବଂ ସରକାରୀ ସମର୍ଥକ ଛାତ୍ର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ନିରନ୍ତର ସଂଘର୍ଷ ପରେ ବାଂଲାଦେଶରେ…

ଚଣ୍ଡୀଗଡ ଏକ୍ସପ୍ରେସ ଲାଇନଚ୍ୟୁତ ; ୨ ମୃତ,୨୦ରୁ ଅଧିକ ଗୁରୁତର

ଉତ୍ତରପ୍ରଦେଶର ଗୋଣ୍ଡାରେ ପୁଣି ଏକ ଟ୍ରେନ୍ ଦୁର୍ଘଟଣା ଦେଖିବାକୁ ମିଳିଛି । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ଲାଇନଚ୍ୟୁତ ହେଇଛି ।…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର; ୪ ଯବାନ ସହିଦ

ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ଯବାନ ଶହୀଦ୍ ହୋଇଛନ୍ତି। ଡୋଡ଼ାରେ ଆତଙ୍କୀ ଆକ୍ରମଣରେ କଶ୍ମୀର ଟାଇଗର୍ସ ନିଜକୁ ଦାୟୀ କରିଛି। ସୋମବାର ସଂଧ୍ୟାରେ ଜବାନ-ଆତଙ୍କବାଦୀ ମୁହାଁମୁହିଁ…

ଗୁଜରାଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା; ୬ ମୃତ୍ୟୁ,୮ ଗୁରୁତର ଆହତ

ଗୁଜରାଟରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାଟି ଅହମ୍ମଦାବାଦ-ବଡୋଦରା ଏକ୍ସପ୍ରେସୱେରେ ଘଟିଛି।ଏହି ବିଳାସପୂର୍ଣ୍ଣ ବସ୍ ସହିତ ଟ୍ରକ୍ ଧକ୍କା ହୋଇଥିଲା। ଦୁର୍ଘଟଣାରେ ୬ ଜଣଙ୍କର…

ତ୍ରୀକୋଣୀୟ ପ୍ରେମରୁ ବିଭତ୍ସ ହତ୍ୟାକାଣ୍ଡ

ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ତୁନମୁରା ପଞ୍ଚାୟତ କାଶୀପଡାରେ ଡବଲ ମର୍ଡର। ତ୍ରିକୋଣୀୟ ପ୍ରେମରୁ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିବା ଜଣାଯାଇଛି।ଡ୍ରାଇଭରର ଛୁରାମାଡ଼ରେ ଯୁବକ ଓ…

ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ;ତଦନ୍ତ କରୁଛି ଏଫ୍‌ବିଆଇ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମକୁ ନେଇ ଯାଞ୍ଚ କରୁଛି ଫେଡେରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ ବ୍ୟୁରୋ (ଏଫ୍‌ବିଆଇ)। ପେନସିଲଭାନିଆରେ ଏକ…

ବଢୁଛି ଡେଙ୍ଗୁ ଆକ୍ରାନ୍ତ ସଂଖ୍ୟା , ଖୋର୍ଦ୍ଧାରେ ସର୍ବାଧିକ ରୋଗୀ ଚିହ୍ନଟ

ରାଜ୍ୟରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୌସୁମୀ ବର୍ଷାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ରାଜ୍ୟରେ…

ହାଥରସ ଦଳାଚକଟା ଘଟଣା ;ଜନସ୍ୱାର୍ଥ ମାମଲାକୁ ଶୁଣିବାକୁ ମନା କରିଦେଇଛି ସୁପ୍ରିମକୋର୍ଟ

ହାଥରସ ଦଳାଚକଟା ଘଟଣାରେ ୫ ଜଣିଆ ଏକ୍ସପର୍ଟ କମିଟି ଦ୍ୱାରା ତଦନ୍ତ ଲାଗି ଜନସ୍ୱାର୍ଥ ମାମଲାକୁ ଶୁଣିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ…

ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା , ବନ୍ଦ ଘରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର

ବନ୍ଦ ଘରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଶ୍ରୀରାମ ନଗର ବସ୍ତିରେ। ନାବାଳିକାର ବୟସ ୧୬…