୫୦ହଜାର ଋଣ- କେମିତି ବଢ଼ି ହୋଇଗଲା ୧୦ଲକ୍ଷ: ଫାଶୀଖୁଣ୍ଟରେ ଝୁଲିଗଲେ ଯୁବକ

ଫାଇନାନ୍ସର ପାଇଁ ଆତ୍ମହତ୍ୟା କଲେ ୪୨ ବର୍ଷୀୟ ଯୁବକ। ଦିଲ୍ଲୀର କୈଳାସନଗରରେ ରହୁଥିବା ମୋହନ ବିଷ୍ଣୋୟୀ ଫାଶୀ ଲଗାଇ ଝୁଲି ପଡ଼ିଛନ୍ତି। ମରିବା ଆଗରୁ ଭିଡ଼ିଓ କରିଥିଲେ।…