ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ୨୦୦୦ ଜୀବନ୍ତ ଗୁଳି ଜବତ, ୬ ଗିରଫ

ରାଜଧାନୀ ଦିଲ୍ଲୀରେ ଅଗଷ୍ଟ 15 ପୂର୍ବରୁ 2 ହଜାର ଜୀବନ୍ତ ଗୁଳି ଜବତ କରାଯାଇଛି। ୭୫ତମ ସ୍ୱାଧୀନତା ଦିବସକୁ ଧୂମଧାମରେ ପାଳନ ପାଇଁ ଦିଲ୍ଲୀ ପ୍ରସ୍ତୁତ ହେଉଥିବା…

ସତେନ୍ଦ୍ର ଜୈନ ମାମଲା: ଇଡିକୁ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ସତେନ୍ଦ୍ର ଜୈନ ମାମଲାରେ ଇଡିକୁ ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟଙ୍କ ଭର୍ତ୍ସନା। ଇଡିର ଚାର୍ଜସିଟ ଉପରେ କୋର୍ଟ ଶୁଣାଣି କାଳରେ କହିଛନ୍ତି, ଯେଉଁ କମ୍ପାନୀ ସହ…

ଆଉ ଜଣେ ମଙ୍କିପକ୍ସ ଚିହ୍ନଟ

ନୂଆଦିଲ୍ଲୀ: ଦିଲ୍ଲୀରେ ଆଉ ଜଣଙ୍କଠାରେ ମଙ୍କିପକ୍ସ ଲକ୍ଷଣ ପ୍ରକାଶ ପାଇଛି । ତାଙ୍କୁ ଚିତ୍କିସା ପାଇଁ ଦିଲ୍ଲୀ ଏଲଏନଜିପି ହସପିଟାଲରେ ଚିତ୍କିସା କରାଯାଇଛି । ବ୍ୟକ୍ତିଙ୍କ ଶରୀରରେ…

ଫ୍ରିଜରୁ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଦିଲ୍ଲୀ ଗୌତମପୁରୀ ଅଞ୍ଚଳରେ ଚାଞ୍ଚଲ୍ୟ। ଫ୍ରିଜରୁ ୫୦ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ତାଙ୍କ ସମ୍ପର୍କୀୟ ଫୋନ ଉଠାଉନାହାନ୍ତି ବୋଲି ଦିଲ୍ଲୀ ସେଲାମପୁର…

ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ

ଦିଲ୍ଲୀ: ଦିଲ୍ଲୀର ଲରେନ୍ସ ରୋଡରେ ଭୟାବହ ଅଗ୍ନିକାଣ୍ଡ। ଏକ ଜୋତା କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ସୂଚନା ପାଇ ଘଟଣା ସ୍ଥଳରେ ୨୬ଟି ଦମକଳ ବାହିନୀ ପହଞ୍ଚିଥିଲେ। ତେବେ…

ଦିଲ୍ଲୀରେ ଗୋଦାମ କାନ୍ଥ ପଡ଼ି ୬ ମୃତ, ୯ ଆହତ

ଦିଲ୍ଲୀର ଆଲିପୋର ଅଞ୍ଚଳରେ ଗୋଦାମ କାନ୍ଥ ଭୁଶୁଡ଼ିବା ଘଟଣାରେ ୬ ଜଣକର ମୃତ୍ୟୁ ହୋଇଥିବାବେଳେ ୯ ଜଣ ଆହତ ହୋଇଛନ୍ତି l ମୃତ୍ୟୁ ସଂଖ୍ୟାକୁ ଦିଲ୍ଲୀ ପୋଲିସ…

ପରିବାରର ୪ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀର ଏକ ପରିବାରର ସ୍ବାମୀ, ସ୍ତ୍ରୀ ଇ ସେମାନଙ୍କ ଦୁଇ ଶିଶୁ କନ୍ୟାଙ୍କ ମୃତଦେହ ମିଳିଛି। ଉତ୍ତର ପୂର୍ବ ଦିଲ୍ଲୀର ଜାଫ୍ରାବାଦରେ ରହୁଥିବା ଏକ ପରିବାରର…

ଗର୍ଭପାତ ବଦଳରେ ଶିଶୁକୁ ଜନ୍ମଦେଇ ପୋଷ୍ୟ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଗର୍ଭପାତ ବଦଳରେ ଶିଶୁକୁ ଜନ୍ମଦେଇ ପୋଷ୍ୟ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ପରାମର୍ଶ। ଦିଲ୍ଲୀ ହାଇକୋର୍ଟଙ୍କ ମୁଖ୍ୟବିଚାରପତିଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏକ ଗର୍ଭପାତ ଯାଚିକାର ଶୁଣାଣି…

ଦମ୍ପତ୍ତି କରୁଥିଲେ ଚୋରାଚାଲାଣ,,,ଧରାପଡିଲା ୪୫ ଟି ବନ୍ଧୁକ

ଭିଏତନାମରୁ ଦିଲ୍ଲୀ ବନ୍ଧୁକ ଚୋରାଚାଲାଣ ହେଉଥିବା ବେଳେ ବିମାନବନ୍ଦରରେ ଧରାପଡିଲେ ଦମ୍ପତ୍ତି । ଭିଏତନାମର ଦମ୍ପତ୍ତି ୪୫ ଟି ବନ୍ଧୁକ ଦୁଇଟି ବ୍ୟାଗରେ ନେଇ ଆସୁଥିବା ବେଳେ…