କାହା ପାଇଁ କାମ କରୁଛନ୍ତି ତହସିଲଦାର- ସରକାର ନା କମ୍ପାନୀ ପାଇଁ- ପ୍ରଶ୍ନ କଲେ ରାଜସ୍ୱ ସଚିବ

ସରକାର କି ଲୋକଙ୍କ ପାଇଁ ନୁହେଁ। କମ୍ପାନୀ ପ୍ରୀତିରେ ଉବୁଟୁବୁ ଅଫିସର। ଲୋକଙ୍କ ସ୍ୱାର୍ଥ ଓ ସରକାରୀ ସର୍କୁଲାର ଲାଗି ଯେତିକି ଚିନ୍ତା ନାହିଁ। ସେତିକି ଚିନ୍ତା…