ଧାମନଗର ଉପନିର୍ବାଚନ ଲାଗି ସରିଲା ଭୋଟିଂ

ଧାମନଗର: ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ସିଲ୍ ହୋଇସାରିଛି। ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିଲା। ଇଭିଏମରେ ତୃଟି, ପ୍ରଚାର ଗାଡ଼ିରେ…