ବିପର୍ଯ୍ୟୟ ପରିଚାଳନାରେ ତିନି ବର୍ଷରେ ଖର୍ଚ୍ଚ ହୋଇଛି ୧୪୦୪୭୮.୧୬ କୋଟି

ନୂଆଦିଲ୍ଲୀ: ଦେଶରେ ପ୍ରତିବର୍ଷ ଆସୁଥିବା ପ୍ରାକୃତିକ ବିପର୍ଯ୍ୟୟରେ ବ୍ୟାପକ ସରକାରୀ ତହବିଲ ଖାଲି ହେଉଛି। ଗତ ତିନି ବର୍ଷ ଧରି କେନ୍ଦ୍ର ଓ ରାଜ୍ୟ ସରକାର ସବୁକୁ …