ଡାକ୍ତର ଦମ୍ପତିଙ୍କ ଅନ୍ଧବିଶ୍ବାସ, ଧନୀ ହେବାକୁ ଦୁଇ ମହିଳାଙ୍କୁ ବଳି

ତିରୁବନନ୍ତପୁରମ: ପେସାରେ ଡାକ୍ତର, କିନ୍ତୁ ଅନ୍ଧ ବିଶ୍ବାସରେ ରହିଥିଲେ ବୁଡି। ଅନ୍ଧବିଶ୍ବାସ ପାଇଁ  ଦୁଇ ନିରୀହ ଜୀବନ ନେବାକୁ ପଛାଇ ନାହାନ୍ତି ଡାକ୍ତର ଦମ୍ପତି। ଏମିତି ଘଟଣା…