ପିସିଆର ଭ୍ୟାନରେ ହସ୍ପିଟାଲ ଗଲା ଇନ୍ସପେକ୍ଟରଙ୍କ କୁକୁର

ମୈନପୁରୀରେ ଏକ ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। ଥାନା ଅଧିକାରୀଙ୍କ କୁକୁରର ଚିକିତ୍ସା ଲାଗି ଥାନା ପିସିଆରକୁ ବ୍ୟବହାର କରାଗଲା। ଗାଡ଼ିର ଡ୍ରାଇଭରଙ୍କ ସମେତ ତିନି…