ସରିଲା ଦଶହରା, ମେଲାଣି ନେଉଛନ୍ତି ମା

ଭୁବନେଶ୍ବର: ସରିଲା ଦଶହରା। ପୁଣି ଆରବର୍ଷକୁ ଅପେକ୍ଷା। ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ମାଆ ଜଗତଜନନୀ। ଅନୁଷ୍ଠିତ ହୋଇଛି ମହାମାୟାଙ୍କର ଭସାଣ ଉତ୍ସବ। ଦୁଇ ବର୍ଷର କୋଭିଡ…