୨ ମାସ ପରେ ବି ଆସିଲାନି ଅର୍ଚ୍ଚନାଙ୍କ ଇଲୋକ୍ଟ୍ରୋନିକ୍ସ ଡିଭାଇସର ରିପୋର୍ଟ

ଭୁବନେଶ୍ବର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା। ଅର୍ଚ୍ଚନାଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଲାପଟପ ଏବଂ ପେନଡ୍ରାଇଭର ଏଯାଏଁ ଫରେନସିକ ରିପୋର୍ଟ ଆସିନଥିବାରୁ ବଢୁଛି ସନ୍ଦେହ…