ଶୀତୁଆ ସନ୍ଧ୍ୟାରେ ଦର୍ଶକ ଉପଭୋଗ କଲେ ଗୋଟିପୁଅ ନୃତ୍ୟ

କୋଣାର୍କ: ଶୀତୁଆ ସନ୍ଧ୍ୟାରେ କୋଣାର୍କ ଜଗନ୍ନାଥ ମନ୍ଦିର ସମ୍ମୁଖରେ କୋଣାର୍କ ନାଟ୍ୟଦୀପ ପକ୍ଷରୁ ଆରମ୍ଭ ହୋଇଛି ୪ର୍ଥ ଲୋକକଳା ମହୋତ୍ସବ। ଓଡିଶୀ,ସମଲପୁରୀ ଓ ଗୋଟିପୁଅ ନୃତ୍ୟରେ ଝୁମିଲେ…