ତୁଷାରପାତ, କୁଆପଥର ମାଡରେ ହିମାଚଳ ପ୍ରଦେଶର ୧୨୧ ରାସ୍ତା ପ୍ରଭାବିତ

ସିମଲା: ହିମାଚଳ ପ୍ରଦେଶରେ ନିକଟରେ ହୋଇଥିବା ତୁଷାରପାତ ଓ କୁଆପଥର ମାଡରେ ରାଜ୍ୟର ବହୁ ଜିଲ୍ଲା ପ୍ରଭାବିତ ହୋଇଛି। ଉଚ୍ଚ ପର୍ବାତଞ୍ଚଳ ଲାହୁଲ-ସ୍ପିତି, କୁଲ୍ଲୁ, ସିମଲା, କିନୌର,…