କୋରାନରେ ଯାହା ଲେଖା ତାହା ବାଧ୍ୟତାମୂଳକ: ଖୁର୍ସିଦ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାର ଦିନ ହିଜାବ ମାମଲାର ଶୁଣାଣି ହୋଇଛି। ଶୁଣାଣି କାଳରେ ଓକିଲ ସଲମାନ ଖୁର୍ସିଦ କହିଛନ୍ତି କି, ଇସଲାମରେ ବାଧ୍ୟତାମୂଳକ ଓ ଅଣବାଧ୍ୟତାମୂଳକ ପରି…