ହରିଆଣା କଫ ସିରପକୁ ନେଇ ଅଡୁଆରେ ସରକାର

ଚଣ୍ଡିଗଡ: ହରିଆଣାରେ ପ୍ରସ୍ତୁତ କଫ୍ ସିରପରେ ବିଷ। ଜାମ୍ୱିଆରେ ଶିଶୁ ମଡ଼କ ପଛରେ ଭାରତରେ ମୈଡେନ କମ୍ପାନୀ ଦ୍ବାରା ପ୍ରସ୍ତୁତ ନିମ୍ନମାନର କଫ ସିରଫ ହିଁ ଦାୟୀ…