ପ୍ରଦୂଷଣ: ହରିଆଣା ସରକାରଙ୍କୁ ୧୦୦ କୋଟି ଜରିମାନା

ନୂଆଦିଲ୍ଲୀ: ନାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ହରିଆଣା ମୁଖ୍ୟ ସଚିବଙ୍କୁ ୧୦୦ କୋଟି ଟଙ୍କାର ଜରିମାନା କରିଛନ୍ତି। ପରିବେଶ ପ୍ରତି ସରକାର ଦ୍ବାରା ହୋଇଥିବା କ୍ଷତିର ଭରଣା…