ଡୋଲୋ 650- କାହିଁକି ଇଣ୍ଟରନେଟରେ କରୁଛି ଟ୍ରେଣ୍ଡିଂ?
ଡୋଲୋ ୬୫୦ ଆଜି ଇଣ୍ଟରନେଟରେ ଜୋରଦାର ଟ୍ରେଣ୍ଡିଂ କରିଥିଲା। ତେେବ କାହିଁକି ଅଚାନକ ଏହା ଟ୍ରେଣ୍ଡିଂ କରିଥିଲା, ତାହାର କାରଣ ଖୋଜିବାକୁ ଲାଗିଥିଲେ ଲୋକେ। ଆଉ କିଛି…
Power of Truth
ଡୋଲୋ ୬୫୦ ଆଜି ଇଣ୍ଟରନେଟରେ ଜୋରଦାର ଟ୍ରେଣ୍ଡିଂ କରିଥିଲା। ତେେବ କାହିଁକି ଅଚାନକ ଏହା ଟ୍ରେଣ୍ଡିଂ କରିଥିଲା, ତାହାର କାରଣ ଖୋଜିବାକୁ ଲାଗିଥିଲେ ଲୋକେ। ଆଉ କିଛି…
ଥାଇଲାଣ୍ଡରେ ଏକ ରେଷ୍ଟରାେଁରେ ଡିସକାଉଣ୍ଟ ଲାଗି ଅଭିନବ ପ୍ରୟାସ କରିଛନ୍ତି ହୋଟେଲ କର୍ତ୍ତୃପକ୍ଷ। ଯିଏ ଯେତେଥର ଏହି ଏଣ୍ଟ୍ରିଗେଟ୍ ରେ ପ୍ରବେଶ କରିପାରିବ, ତାକୁ ଖାଦ୍ୟରେ ସେତିକ…
ଅଧିକ ଅନୁସନ୍ଧାନରୁ ଜଣାପଡିଛି ଯେ, ସୋର୍ସପ ଫଳ ଜୀବାଣୁ ସଂକ୍ରମଣକୁ ରୋକିବା ଠାରୁ ଆରମ୍ଭ କରି କର୍କଟ ରୋଗର ଅବରୋଧ ପର୍ଯ୍ୟନ୍ତ ଏହା ସାହାଯ୍ୟ କରିଥାଏ ।…
ଦୀର୍ଘ ୧୫ ଦିନ ହେଲା କଣାସରେ ଡାଇରିଆ ଆତଙ୍କକୁ ନେଇ ଚିନ୍ତା ବଢିଛି । ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ସମ…
ପୁରୀ ଜିଲ୍ଲା କଣାସ ବ୍ଲକରେ ବ୍ୟାପିବାରେ ଲାଗିଛି ଝାଡାବାନ୍ତି । ଏନେଇ ତତ୍ପର ହୋଇଛି ପୁରୀ ଜିଲ୍ଲା ପ୍ରଶାସନ । ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପଠାଯାଇ ଆକ୍ରାନ୍ତଙ୍କୁ…
ପୁରୀ ଜିଲ୍ଲା କଣାସରେ ହଇଜା ମହାମାରୀ । ଦୟା ନଦୀର ଦୂଷିତ ପାଣିକୁ ବ୍ୟବହାର କରି ରୋଗ ବ୍ୟାପି ଥିବାବେଳେ ଏଥିରେ ଚାରି ଜଣଙ୍କ ମୃତ୍ୟୁ ଘଟିଥିଲା।…
କଣାସ ରେ ବେକାବୁ ଡାଇରିଆ। ଦୟାନଦୀର ତଳିଆ ଅଞ୍ଚଳ ଜାଗୁଳାଇପଦର, ନୂଆଗାଁ ଗଡିସାଗୋଦା ସଂକ୍ରମଣ ବ୍ୟାପୁଛି। ଦୁଇଦିନ ହେବ ଦୟାନଦୀର ଉପରମୁଣ୍ଡ ଅଞ୍ଚଳର ଦୋକନ୍ଦା ପଞ୍ଚାୟତ ସ୍ଥିତ…
ଆୟୁଷ୍ମାନ ଯୋଜନାକୁ ନେଇ ବଡ଼ ଖବର । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପାଇଁ MOU। ନୂଆ ଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ଓ…
ଭାରତରେ ଏଣ୍ଟ୍ରି ମାରିଛି ଏଚଏମପିଭି ଭାଇରସ। ବେଙ୍ଗାଲୁରୁରେ ଏଚଏମପିଭି ଭାଇରସ ଚିହ୍ନଟ ହୋଇଛି। HMPV ଭାଇରସକୁ ନେଇ ଜନ ସ୍ୱାସ୍ଥ୍ୟ ନିର୍ଦ୍ଧେଶକ ନୀଳକଣ୍ଠ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି…
ହ୍ୟୁମାନ୍ ମେଟାନ୍ୟୁମୋଭାଇରସ୍ ବା HMPV। ଏହି ନୂଆ ଭାଇରସ୍ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବଢିବାରେ ଲାଗିଛି। ତେବେ ଛୋଟ ପିଲାଙ୍କ ଠାରେ ଭୂତାଣୁ ପ୍ରଭାବ…
ଭଲ ଅଛନ୍ତି କାମ୍ୱଲି। ୩ରୁ ୪ ଦିନ ଭିତରେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ। ଶନିବାର ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ପୁଣେ ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…
ଚିନ୍ତା ବଢାଇଲାଣି ଡିଙ୍ଗା-ଡିଙ୍ଗା ଭାଇରସ । ବିଶ୍ବରେ ବ୍ୟାପୁଛି ଏହି ନୂଆ ଭାଇରସ। ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଯାହାର ଅର୍ଥ ହେଉଛି’ ନୃତ୍ୟ ପରି…