ବିଜେପି ଟାର୍ଗେଟରେ ତେଲେଙ୍ଗାନା

ହାଇଦ୍ରାବାଦ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ବିଜେପିର ଡେରା। ତେଲେଙ୍ଗାନା ଅକ୍ତିଆର କରିବାକୁ ଖୋଲା ଘୋଷଣା କରିଛି ବିଜେପି। ବିଜେପି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଜରିଆରେ ଟିଆରଏସ ବିରୋଧରେ…