ମନ୍ଦିର ଛାତ ଭୁଶୁଡିଲା, ଭଗ୍ନାବଶେଷ ଭିତରେ ୨୫ ଶ୍ରଦ୍ଧାଳୁ

ଇନ୍ଦୋର: ସାରା ଦେଶରେ ରାମ ନବମୀ ବେଶ ଧୂମଧାମରେ ପାଳନ ହେଉଥିବା ବେଳେ କିନ୍ତୁ ଇନ୍ଦୋରରେ ଘଟିଛି ଏକ ଅଘଟଣ। ଇନ୍ଦୋର ସ୍ନେହ ନଗର ନିକଟବର୍ତ୍ତୀ ପଟେଲ…