ଲାଲୁଙ୍କ ଜନ୍ମଦିନ: ଭିଡିଓକଲରେ ତେଜପ୍ରତାପଙ୍କ ଶୁଭେଛା- ଜିତନଙ୍କ ଏକେ-୪୭ କଟାକ୍ଷ

ଲାଲୁଙ୍କ ଜନ୍ମଦିନରେ ଶୁଭେଛା ଜଣାଇଲେ ବଡ଼ ପୁଅ ତେଜପ୍ରତାପ। ବାପା ଲାଲୁଙ୍କୁ ଭିଡ଼ିଓ କଲ କରି ବାର୍ଥ-ଡେ ଓ୍ୱିସ୍ ଜଣାଇଛନ୍ତି ତେଜପ୍ରତାପ। ଆଉ ଭାବପ୍ରବଣତାର ପୋଷ୍ଟ କରିଛନ୍ତି।…