କାଳୀ ପୂଜା ପାଇଁ ପ୍ରସ୍ତୁତ ହେଉଛି ବ୍ୟାସନଗର

ଯାଜପୁର: ଆଉ କେଇଟା ଦିନ ପରେ କାଳୀ ପୂଜା। ସେଥିପାଇଁ ଯାଜପୁର ଜିଲ୍ଲାର ବ୍ୟାସନଗର ପୌରାଞ୍ଚଳରେ ଆରମ୍ଭ ହୋଇଛି ପ୍ରସ୍ତୁତି। ସରକାରଙ୍କ ନିୟମାବଳୀକୁ ଧ୍ୟାନରେ ରଖି ପୂଜା…