କିଏ ଖାଉଛି କାଳିଆ ଟଙ୍କା?

ନବରଙ୍ଗପୁର: ଆଦିବାସୀ ବହୁଳ ନବରଙ୍ଗପୁର ଜିଲ୍ଲାରେ ସରକାରୀ ଯୋଜନା ହଡପ ଅଭିଯୋଗ। ସରକାର ଚାଷକୁ ପ୍ରୋତ୍ସାହନ ଦେଇ ଚାଷୀଙ୍କୁ ଉପକୃତ କରିବାକୁ କାଳିଆ ଯୋଜନା ଚଳାଇଛନ୍ତି। କିନ୍ତୁ…