ଆସୁଛନ୍ତି ମାଁ, ହସୁଛି କାଶତଣ୍ଡି

ଗଜପତି: ଆସୁଛନ୍ତି ମାଁ, ହସୁଛି କାଶତଣ୍ଡି । ଜଗଜ୍ଜନନୀ ମା ଦୁର୍ଗାଙ୍କ ଆଗମନରେ କାଶତଣ୍ଡିର ସମ୍ଭାରରେ ସମୃଦ୍ଧ ହୋଇଛି ଧରଣୀରାଣି। କାଶତଣ୍ଡିର ଚାମର ସ୍ପର୍ଶରେ ଧରାବତରଣ କରୁଛନ୍ତି…