ଖୁବଶୀଘ୍ର ଓଡ଼ିଶାରେ ଚାଲିବ ଦୁଇ ଥାକିଆ ବସ୍ -କୃଷ୍ଣଚନ୍ଦ୍ର ମହାପାତ୍ର

ଖୁବଶୀଘ୍ର ଚାଲିବ ଦୁଇ ଥାକିଆ ବସ୍ ।ଭୁବନେଶ୍ବର ,କଟକ ,ପୁରୀରେ ଚାଲିବ ଲଣ୍ଡନ ଭଳି ଡବଲ ଡେକର ବସ୍ ।ଏହାଦ୍ବାରା ରାସ୍ତାର ଭିଡ଼ କମିବ ବୋଲି ସୂଚନା…