କୁଆଁର ପୁନେଇଁ ପାଇଁ ସଦାନନ୍ଦପୁର ଗାଁ ଉତ୍ସବମୁଖର

ଯାଜପୁର: କୁଆଁର ପୁନେଇଁ ଆସିଲେ ଯାଜପୁରର ସଦାନନ୍ଦପୁର ଗାଁ ହୋଇଉଠେ ଉତ୍ସବମୁଖର । ସପ୍ତାହେ ଆଗରୁ କୁମାରୀ ମାନେ ଘର ଅଗଣାର ଚଉଁରା ମୂଳକୁ କଇଁଫୁଲ କୋଠିରେ…