ମହାରାଷ୍ଟ୍ରର ପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାଓ୍ୱାର

ସର୍ବସମ୍ମତି କ୍ରମେ ଏନସିପି ବିଧାୟକ ଦଳ ନେତା ଭାବେ ନିର୍ବାଚିତ ପରେ ମହାରାଷ୍ଟ୍ରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁନେତ୍ରା ପାଓ୍ୱାର। ଠିକ୍ ୫ଟାରେ ଲୋକଭବନରେ ଶପଥ…

ସସପେଣ୍ଡ ପାଇଁ ଖାତିର ନାହିଁ- କିନ୍ତୁ ମନ୍ତ୍ରୀ କ୍ଷମା ମାଗନ୍ତୁ

ବିବାଦରେ ମହାରାଷ୍ଟ୍ରର ଜଙ୍ଗଲ ମନ୍ତ୍ରୀ ଗିରିଶ ମହାଜନ। ଗଣତନ୍ତ୍ର ଦିବସ ଭାଷଣରେ ବାବା ସାହେବ ଆମ୍ୱେଦକରଙ୍କ ନାଁ ଜାଣିଶୁଣି ପଢ଼ିଲେନି। ଏହାକୁ ନେଇ ବିବାଦ ତେଜିଛି। ନାସିକରେ…

୨୦ ବର୍ଷ ପରେ ଏକାଠି ହେଲେ ଠାକରେ ବ୍ରଦର୍ସ: ମହାନଗର ନିର୍ବାଚନରେ ମେଣ୍ଟ- ପଛରେ ମୁମ୍ୱାଇ ମାନୁଷ ଥିଓରୀ

୨୦ ବର୍ଷ ପରେ ଠାକରେ ବ୍ରଦର୍ସଙ୍କ ଭିତରେ ମେଣ୍ଟ। ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଓ ଏମଏନଏସ ବା ମହାରାଷ୍ଟ୍ର ନବନିର୍ମାଣ ସେନାର ସଭାପତି ରାଜ…

ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ପଠାଇ ମାଡ଼ ଖାଇଲେ ଡ୍ରାଇଭର

ମୋବାଇଲରେ ଅଶ୍ଳୀଳ ଭିଡ଼ିଓ ପଠାଇ ମାଡ଼ ଖାଇଲେ ବସ୍ ଡ୍ରାଇଭର। ମହାରାଷ୍ଟ୍ରରୁ ଆସିଛି ଏଭଳି ଘଟଣା। ଉତ୍ୟକ୍ତ ମହିଳା ସଂପୃକ୍ତ ଡ୍ରାଇଭରକୁ ସର୍ବସମ୍ମୁଖରେ ପିଟିଛନ୍ତି।ଏହାର ଭିଡ଼ିଓ ଭାଇରାଲ…

ସ୍ୱାମୀକୁ ମର୍ଡର- ଟାଇଲ୍ସ ତଳେ ପୋତିଦେଲା ଶବ

ସ୍ୱାମୀକୁ ମର୍ଡର କଲେ। ମର୍ଡରରେ ପ୍ରେମିକ ସହଯୋଗ କଲା। ଆଉ ଘର ଚଟାଣ ଖୋଳି ଶବକୁ ପୋତିଦେଲେ ଉଭୟ। ଆଉ ତା ଉପରେ ଟାଇଲ୍ ବିଛାଇଦେଇଥିଲେ। କୌଣସି…

ମରାଠୀ ଲଢ଼େଇ- ୨୦ ବର୍ଷ ପରେ ଠାକରେ ବ୍ରଦର୍ସ ଗୋଟିଏ ମଞ୍ଚରେ

ଏକାଠି ହେଲେ ଉଦ୍ଧବ ଓ ରାଜ। ଦୁଇ ଭାଇଙ୍କୁ ଏକାଠି ଦେଖିବାକୁ ମିଳିଲା। ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକରେଙ୍କ ଭିକଟ୍ରି ରାଲିରେ ସାମିଲ ହେଲେ ରାଜ୍…

ମରାଠୀରେ କହିବାକୁ ବାଧ୍ୟ କରି ବେପାରୀଙ୍କୁ ଅଫିସକୁ ଡାକି ପିଟିଲେ ପୂର୍ବତନ ସାଂସଦ

ବେପାରୀ କେବଳ ମରାଠୀରେ କଥାବାର୍ତ୍ତା କରିବେ। ଏଭଳି ଚାପ ପକାଇବା ଆରମ୍ଭ କଲାଣି ଶିବସେନା ୟୁବିଟି। ମହାରାଷ୍ଟ୍ର ନବନିର୍ମାଣ ସେନା ବା ରାଜ ଠାକରେଙ୍କ ଏମଏନଏସ ମହାରାଷ୍ଟ୍ରରେ…

ବୃଦ୍ଧ ଦମ୍ପତ୍ତିକୁ ମଙ୍ଗଳସୂତ୍ରକୁ ୨୦ ଟଙ୍କାରେ ଦେଇଦେଲେ ଦୋକାନୀ

ଲକ୍ଷାଧିକ ଟଙ୍କାର ମଙ୍ଗଳସୂତ୍ରକୁ ମାତ୍ର ୨୦ ଟଙ୍କାରେ ଦେଇଦେଲେ ଗହଣା ଦୋକାନୀ। ଇଣ୍ଟରନେଟରେ ଏଭଳି ଏକ ଭିଡ଼ିଓ ଭାଇରାଲ ହୋଇଛି। ମହାରାଷ୍ଟ୍ରରୁ ଆସିଥିବା ଏହି ଭିଡ଼ିଓ ଯେତିକି…

ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବାରୁ ସ୍ୱାମୀକୁ ହାଣିଲା ପତ୍ନୀ

ସ୍ୱାମୀ ଶାରୀରିକ ସମ୍ପର୍କ ରଖିବାକୁ ଜିଦ୍ କରୁଥିଲା। ଆଉ ଅଧା ରାତିରେ ଏଥିଲାଗି ସ୍ୱାମୀକୁ ମର୍ଡର କରିଦେଲା ପତ୍ନୀ। କୁରାଢ଼ୀରେ ହାଣି ନିର୍ମମ ହତ୍ୟା କରିଛି। ୧୫…

ଲିଭ୍-ଇନ-ରିଲେସନର କରୁଣ ପରିଣତି- ମର୍ଡର ଓ ସୁଇସାଇଡ୍

କୋଲହାପୁରରେ ଲିଭ୍-ଇନ୍ ସମ୍ପର୍କର କରୁଣ ପରିଣତି ଦେଖିବାକୁ ମିଳିଛି। ବିବାହ ନେଇ ବିବାଦ ପରେ ଯୁବତୀଙ୍କୁ ହତ୍ୟା କରିବା ପରେ ପ୍ରେମିକ ଆତ୍ମହତ୍ୟା କରିଦେଇଛି। ମହାରାଷ୍ଟ୍ରର କୋଲହାପୁର…