ବିଲକିସ ମାମଲା: ସୁପ୍ରିମକୋର୍ଟ ଗଲେ ଟିଏମସି ସାଂସଦ ମହୁଆ

କୋଲକାତା: ବିଲକିସ ଗଣଦୁଷ୍କର୍ମ ମାମଲାର ସମସ୍ତ ୧୧ ଅଭିଯୁକ୍ତଙ୍କୁ ମୁକ୍ତ କରିବାକୁ ନେଇ ସାରା ଦେଶରେ ଦେଖାଦେଇଛି ଉଦବେଗ। ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି।…