ମାଲେଗାଁଓ ବିସ୍ଫୋରଣ: ଅଭିଯୁକ୍ତଙ୍କ ଲିଭ ଯାଚିକା ସର୍ବୋଚ୍ଚ ଅଦାଲତରେ ଖାରଜ

ନୂଆଦିଲ୍ଲୀ: ୨୦୦୮ ମାଲେଗାଁଓ ବ୍ଲାଷ୍ଟ ମାମଲାରେ ଲ୍ୟୁଟନାଣ୍ଟ କଲୋନେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତଙ୍କୁ ମୁକ୍ତ କରିବା ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ବମ୍ବେ ହାଇକୋର୍ଟଙ୍କ ଦ୍ବାରା…