ଖଡଗେଙ୍କ ଅଲୱର ବୟାନକୁ ନେଇ ଗୃହରେ ଝଡ

() ଦେଶ ପାଇଁ କିଏ ବଳିଦାନ ଦେଇଛି। ଏହାକୁ ନେଇ ରାଜସ୍ଥାନ ଅଲଓ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ବୟାନକୁ ନେଇ ଆଜି ସଂସଦ ହୁଲସ୍ତୁଲ ହୋଇଛି।…