ନୀତିଶ ରଖିଲେ ଗୃହ, ତେଜସ୍ୱୀଙ୍କୁ ସ୍ୱାସ୍ଥ୍ୟ

ପାଟନା: ବିହାରରେ ନୀତିଶ ସରକାରର କ୍ୟାବିନେଟ ବିସ୍ତାର ହୋଇଛି। କ୍ୟାବିନେଟ ବିସ୍ତାର ପରେ ପରେ ବିଭାଗ ବଣ୍ଟନ ମଧ୍ୟ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୃହ ବିଭାଗ…