୩ ମାସରେ କେମିତି ହେବ ମୋ ବୁଥ ସବୁଠୁ ମଜଭୁତ?

ଭୁବନେଶ୍ବର:  ଶେଷ ହେଲା ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ। କାର୍ଯ୍ୟକାରିଣୀରେ ବିଶେଷ କରି କେନ୍ଦ୍ର ସରକାରଙ୍କ ଜନାଭିମୁଖି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ସ୍ଥିର କରିଛି।…