ଅପରାଧ

ଗ୍ରାମ ଜମି ହଡପ ନେଇ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଜୟପୁର : ଜୟପୁର ତହସିଲର ପାତ୍ରପୁଟ ଠାରେ ଗ୍ରାମ ଜମି ହଡପ ହୋଇଥିବା ନେଇ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମ ବାସୀ । ଏନେଇ ଗ୍ରାମବାସୀଙ୍କ ତରଫରୁ ତହସିଲଦାର ସାଗରିକା ଷଡଙ୍ଗିଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି । ଉକ୍ତ ଦାବି ପତ୍ରରେ ଉଲ୍ଲେଖ କରାଯାଛି ଯେ ବାଲିଆ ରାଜସ୍ୱ ନିରିକ୍ଷକ ଅଧିନରେ ଥିବା ପାତ୍ରପୁଟ ର କଞ୍ଜେଇ ମୌଜାରେ ଥିବା ଜମି କୁ କବ୍ଚା କରିଛନ୍ତି ଜଣେ ବ୍ୟକ୍ତି ବିଶେଷା ବର୍ତମାନ ଏହି ଜାଗାରେ ୫-ଟି ସ୍କୁଲ କରିବା ପାଇ ଗ୍ରାମବାସୀ ମାନେ ସ୍ଥିର କରିଛନ୍ତି । ହେଲେ ଏହି ଜାଗା କବ୍ଚାରେ ଥିବା ରୁ ହୋଇ ପାରୁ ନାହିଁ । ତେଣୁ ପ୍ରଶାସନ ହସ୍ତକ୍ଷେପ କରି ପଦେ କ୍ଷେପ ନେବା ପାଇଁ ସରପଂଚ କମଳ ଲୋଚନ ଗାଦବା,ଗ୍ରାମବାସୀ ନାରାୟଣ ମହାନ୍ତି, ବନମାଳୀ ନାୟକ ପ୍ରଶାନ୍ତ ପାଢୀ ,ପତି ପାଙ୍ଗି କଣ୍ଠ ବିନ୍ଧାଣି, ସୁନାଧର କଟିଆ ପ୍ରମୁଖ ଦାବି କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button