ଅଦିନିଆ ବର୍ଷା: କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ ହେକ୍ଟର ପିଛା ୩୨ହଜାର ଟଙ୍କା

ଭୋପାଳ: ମଧ୍ୟପ୍ରଦେଶରେ ଅଦିନିଆ ବର୍ଷାରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କୁଆପଥର ମାଡରେ ଗହମ, ଚଣା, ସୋରିଷ ଫସଲ ଉଜୁଡି ଯାଇଛି। ଏହି ଅଦିନିଆ ବର୍ଷାରେ ୨୦ରୁ…