କ୍ଷତିଭରଣା କରିବେ ଦଙ୍ଗାକାରୀ

ନାଗପୁର ହିଂସାରେ ସରକାରୀ ଓ ବେସରକାରୀ ସମ୍ପତ୍ତି ନଷ୍ଟ କରିଥିବା ଦଙ୍ଗାକାରୀଙ୍କଠୁ ଏହାର କ୍ଷତିଭରଣା କରାଯିବ। ଯାହା ବି କ୍ଷତି ହୋଇଛି, ତାହାର ଭରଣା କରିବେ ଦଙ୍ଗାକାରୀ।…