ଶ୍ରୀମନ୍ଦିରରେ ଆଜି ପାଳିତ ହେବ ନନ୍ଦୋତ୍ସବ ନୀତି

ଜନ୍ମାଷ୍ଟମୀରେ ଭକ୍ତିଭାବରେ ବୁଡିଲା ସାରା ବିଶ୍ଵ। ସୋମବାର ରାତିରେ ବିଭିନ୍ନ କୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ ହୋଇଛି। ଏଥିପାଇଁ ମନ୍ଦିର ଗୁଡିକରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଥିଲା। ଦେଶର…