ନେତାତ୍ୟାହୁ ପୁଣି ହୋଇପାରନ୍ତି ଇଜ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଇଜରାଏଲର ଲଗାମ ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଧରିବାକୁ ସଜହେଉଛନ୍ତି। ଦେଶରେ ସାଧାରଣ ନିର୍ବାଚନର ଗଣତି ନ ସରୁଣୁ ପୁଣି ସେ ପ୍ରଧାମନ୍ତ୍ରୀ ହେବାକୁ…