ଘାଜିଆବାଦରେ ନିର୍ଭୟାକାଣ୍ଡର ପୁନରାବୃତ୍ତି

ଘାଜିଆବାଦ: ଘାଜିଆବାଦରେ ମହିଳାଙ୍କୁ ଅପହରଣ ଓ ଗଣଦୁଷ୍କର୍ମ ଘଟଣାକୁ ନେଇ ସବୁଠି ହଇଚଇ। ଭାଇ ଘରକୁ ବୁଲିବାକୁ ଆସିଥିବା ବେଳେ ଏଭଳି ଜଘନ୍ୟକାଣ୍ଡ ଭିଆଇଛନ୍ତି ଦୁର୍ବୃତ୍ତ। ୫…